Jump to content

କାନ୍ଧିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଧିଆ
ଉଚ୍ଚାରଣ: Kāndhiā

ଦେ. ବି —

୧: ଟଭା ପରି ଏକଜାତୀୟ ଖଟା ଫଳ;ବଡ଼ ଲେମ୍ବୁ — ୧. A kind of large lemon.

ଟଭା ଲେମ୍ବାଉ କର୍ମଙ୍ଗା କାନ୍ଧିଆ ପ୍ରାଚୀ. ପ୍ରତାପ. ଶଶୀସେଣା

୨: କାନ୍ଧଦ୍ବାରା ଭାରବହନ କର୍ମ —୨. Act of carrying loads on the shoulders; shouldering.

ଦେ. ବିଣ —

୧: (ସଂ. ସ୍କନ୍ଧ) କାନ୍ଧରେ ଭାରବାହୀ (ବ୍ୟକ୍ତି); ୟାନବାହକ (ବ୍ୟକ୍ତି) —୧. Bearing a load on the shoulders.

୨: ନାତିଗଭୀର ନାତିଉଚ୍ଚ (ଭୂମି) — ୨. (land) Which is neither high nor low.