Jump to content

କାନ୍ଧେଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଧେଇବା
ଉଚ୍ଚାରଣ: Kāndheibā
কাঁধান काधाना

ଦେ. କ୍ରି. (କାନ୍ଦଶବ୍ଦରୁ ଓଡ଼ିଆ ନାମ ଧାତୁ) —

୧: କୌଣସି ବ୍ୟକ୍ତିଙ୍କୁ କାନ୍ଧରେ ବହନ କରିବା — ୧. To carry a person on the shoulders.

୨: କାନ୍ଧଦ୍ବାରା ଭାର ବହନ କରିବା — ୨. To carry a load on the shoulders.