କାନ୍ଧ ଧରାଧରି
ଦେଖଣା
କାନ୍ଧ ଧରାଧରି —
ଉଚ୍ଚାରଣ: Kāndha dharādhari
ଦେ. ବିଣ. —
ବନ୍ଧୁତା ବା ସହଚରତ୍ନର ନିଦର୍ଶନସ୍ବରୁପ ପରସ୍ପର କାନ୍ଧରେ ହାତ ପକାଇ ଠିଆ ହୋଇଥିବା ବା ଚାଲୁଥିବା (ଦୁଇ ବ୍ୟକ୍ତି) —(Two persons) Holding each other's shoulders in token of friendship or companionship.