Jump to content

କାନ୍ଧ ପକାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଧ ପକାଇବା
ଉଚ୍ଚାରଣ: Kāndha pakāibā

ଦେ. କ୍ରି. —

୧: ସବାରି ଆଦି ବୋଝକୁ ଏକ କାନ୍ଧରୁ ଅନ୍ୟ କାନ୍ଧକୁ ବଦଳାଇବା — ୧. To change shoulders.

୨: ସମକକ୍ଷ ହେବା —୨. To be a match for.