Jump to content

କାନ୍ଧ ପଡ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଧ ପଡ଼ିବା
ଉଚ୍ଚାରଣ: Kāndha paṟḍ̠ibā

ଦେ. ବି. —

(ସବାରି ବେହେରାଙ୍କ ଭାଷା)—ଏକ ପାଖରେ ସବାରି ବାଉଁଶରେ ଲାଗିଥିବା ଏକାଧିକ ବେହେରାଙ୍କ କାନ୍ଧ ସମାନ ଉଚ୍ଚତାଯୁକ୍ତ ହେବା — The state of the shoulder's of the bearers of a palki-pole being of the same level.