କାନ୍ଧ ବାନ୍ଧିବା
ଦେଖଣା
କାନ୍ଧ ବାନ୍ଧିବା —
ଉଚ୍ଚାରଣ: Kāndha bāndhibā
ଦେ. କ୍ରି —
(ଶଗଡ଼ବୁହା ବଳଦମାନେ) କାନ୍ଧକୁ ଟେକି ରଖି ଶଗଡ଼ର ଝୁରାଡିହକୁ ତଳମୁଖ ନ କରାଇବା —To keep the shoulders lifted up while bearing the yoke (said of cart-bullocks).