Jump to content

କାନ୍ଧ ଲଗାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଧ ଲଗାଇବା
ଉଚ୍ଚାରଣ: Kāndha lagāibā
কাঁধলাগান कँधलगाना

ଦେ. କ୍ରି —

ସବାରି ବାଉଁଶରେ କିମ୍ବା ଶଗଡ଼ ଯୁଆଳିରେ (ବେହେରା ବା ବଳଦ) କାନ୍ଧକୁ ସଂଯୁକ୍ତ କରିବା —To put one's shoulders to a yoke or palki-pole.