କାନ୍ଯକୁବ୍ଜା
ଦେଖଣା
କାନ୍ୟକୁବ୍ଜା —
ଉଚ୍ଚାରଣ: Kānyakubja
ସଂ. ବି. (କନ୍ୟା+କୁବ୍ଜ+ଅ) —
୧: କନୌଜ ଦେଶ; କନ୍ୟାକୁବ୍ଜ (ଦେଖ) ୧. Kanyākubja (See)
ତେଣୁ କ୍ରୋଧ କରିଣ ସମୀର, କୁଜ କଲେ କନ୍ୟାଙ୍କ ଶରୀର ତେଣୁ ହେଲା କାନ୍ୟକୁବ୍ଜ ଦେଶ ଗାଧି ଅଟନ୍ତି ତାହାଙ୍କ ଅଂଶ—ବିଶ୍ବନାଥ. ବିଚିତ୍ରରାମାୟଣ
୨: କାନ୍ୟକୁବ୍ଜରୁ ଆଗତ ଓ ଓଡ଼ିଶାରେ ଉପନିବେଶ ସ୍ଥାପନ କରିଥିବା ବ୍ରାହ୍ମଣ (ଏମାନଙ୍କର) (ଦୁବେ, ତେବାରି, ଉପାଧ୍ୟା, ପାଣ୍ଡ଼େ ଆଦି ଉପାଧି) —୨. Brahmana Settlers from Kanouj.
୩: କାନ୍ୟକୁବ୍ଜବାସୀ ବ୍ରାହ୍ମଣ — ୩. A Brāhmaṇa resident of Kanouj.