Jump to content

କାନ୍ହୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ହୁ
ଉଚ୍ଚାରଣ: Kānhu
কানু कम्हाई

ଦେ. ବି (ସଂ. କୃଷ୍ଣ; ପ୍ରା. କାହ୍ନ) —

୧: ଶ୍ରୀକୃଷ୍ଣ — ୧. Ṡrīkṛushṇa.

୨: ଦେଶ ପ୍ରଚଳିତ ବ୍ୟକ୍ତିର ନାମବିଶେଷ — ୨. A name given to males.