Jump to content

କାନ କାଟିଲେ ବଚନ ବାହାରିବ ନାହିଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ କାଟିଲେ ବଚନ ବାହାରିବ ନାହିଁ
ଉଚ୍ଚାରଣ: Kāna kāṭile bachana bāhāriba nāhiñ

ଦେ. ବାକ୍ୟ —

ଅତି ସୁଧାର ଓ ଶାନ୍ତ ଲୋକ ପ୍ରତି ଏ ବାକ୍ୟ ପ୍ରଯୁକ୍ତ ହୁଏ —A sentence used to denote a very quiet and innocent person.

[ଦ୍ର—ସେ ଏପରି ସୁଧାର ଓ ଶାନ୍ତ ଯେ ଜଣେ କେହି ତା କାନ କାଟିଲେ ମଧ୍ୟ ସେ କାନ କାଟିବା ଲୋକ ଉପରେ ରାଗ କରିବା କଥା ଦୁରେଥାଉ, ତାକୁ ପଦେ ପାଟି ଫିଟାଇବ଼ ନାହିଁ]