Jump to content

କାନ ଝାଇଁ ଝାଇଁ ହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ ଝାଇଁ ଝାଇଁ ହେବା
ଉଚ୍ଚାରଣ: Kāna jhāiñ jhāiñ hebā
কানঝাইঁ ঝাইঁকরা कानझलाना

ଦେ. କ୍ରି —

ବହୁକାଳ ଝାଞ୍ଜ ଓ ଘଣ୍ଟ ଆଦିର ଶବ୍ଦ ଶୁଣିବା ଯୋଗୁଁ କାନ ଭିତରେ ଝାଇଁ ଝାଇଁ ଅନୁଭୁତି ହେବା — A stunned sensation in the ear due to hearing loud jingling sounds for a length of time.