Jump to content

କାନ ପାଡ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ ପାଡ଼ିବା
ଉଚ୍ଚାରଣ: Kāna pāṟḍ̠ibā
কানপাতা कानउठाना, आहटलेना

ଦେ. କ୍ରି. (ସଂ. କର୍ଣ୍ଣପାତ) —

୧: କାନ ଦେଇ ମନୋଯୋଗପୂର୍ବକ ଶୁଣିବା — ୧. To hear attentively.

୨: ଅନ୍ୟ ଲୋକର କଥାବାର୍ତ୍ତାକୁ ଗୁପ୍ତ ଭାବରେ ଶୁଣିବା — ୨. To eaves-drop.