କାନ ମଳିଦେବା
ଦେଖଣା
କାନ ମଳିଦେବା —
ଉଚ୍ଚାରଣ: Kāna maḻidebā
কান মলে দেওয়া
कान मरोड़ देना; कान उमेठना
कान मलना
ଦେ. କ୍ରି. —
୧: ଅନ୍ୟ ବ୍ୟକ୍ରିର କାନକୁ ମୋଡ଼ିବା — ୧. To pull another's ear.
୨: (ଲକ୍ଷଣାର୍ଥ) ଅନ୍ୟ ଲୋକକୁ ଶିକ୍ଷା ଦେବା — ୨. (figurative) To teach another a lesson.