Jump to content

କାପଟ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାପଟ୍ୟ
ଉଚ୍ଚାରଣ: Kāpaṭya

ସଂ. ବି. (କପଟ+ସ୍ବାର୍ଥେ ବା ଭାବେ. ୟ; ତୁଳ. ସୌଖ୍ୟ, ପାଣ୍ଡ଼ିତ୍ୟ) —

୧: ଶଠତା —୧. Deceit.

୨: କପଟାଚାର — ୨. Hypocrisy; dissimulation.

୩: ଦୁଷ୍ଟତା —୩. Wickedness (M.W.)

୪: ଅସତ୍ପଣ —୪. Dishonesty (M.W.)

[ଦ୍ର—କପଟ ଶବ୍ଦ ବିଶେଷ୍ୟ; ଏଥଇରେ ଭାବାର୍ଥେ ୟ ପ୍ରତ୍ୟୟ ସଂସ୍କୃତ ବ୍ୟାକରଣର ନୀତିବିରୁଦ୍ଧ ଅଟେ କିନ୍ତୁ ସଂସ୍କୃତ ଗ୍ରନ୍ଥମାନ— ଙ୍କର କାପଟ୍ୟ ଶବ୍ଦର ବ୍ୟବହାର ଦୃଷ୍ଟ ହୁଏ ଓ ସଂସ୍କୃତ ଅଭିଧାନ— କାରମାନେ (ଯଥା—ବିଲ୍ସନ୍ ସାହେବ, ପ୍ରକୃତିବାଦ ପ୍ରଣେତା) ଏହାକୁ 'ପାଣ୍ଡ଼ିତ୍ୟ' ଶବ୍ଦ ପରି ବିଶେଷ୍ୟରୂପେ ଗ୍ରହଣ କରି ଅଛନ୍ତି]