କାପଡ଼ା
ଦେଖଣା
କାପଡ଼ା —
ଉଚ୍ଚାରଣ: Kāpṟḍ̠ā
ପ୍ରାଦେ. (ସମ୍ବଲପୁର) ବି (ସଂ. କର୍ପଟ, ତୁଳ ହିନ୍ଦି କପଡ଼) —
ଲୁଗା; ବସ୍ତ୍ର —Cloth.
[ଦ୍ର—କାପଡ଼ା ଶବ୍ଦ ଲୁଗା ଅର୍ଥରେ ଓଡ଼ିଶାର ଅନ୍ୟ ଅଞ୍ଚଳରେ ବ୍ୟବହୁତ ହୁଏ ନାହିଁ, କିନ୍ତୁ ଶିର୍କାପ୍ଡ଼ା, ତେଲକାପ୍ଡ଼ା ଶବ୍ଦରେ ଏହାର ବ୍ୟବହାର ଅଛି]