କାପଡ଼ି
ଦେଖଣା
କାପଡ଼ି —
ଉଚ୍ଚାରଣ: Kāpaṟḍ̠i
কাপড়্যা
कपरिया
ଦେ. ବି. (ସଂ. କାର୍ପଟିକ) —
୧: ବସ୍ତ୍ର ବିକ୍ରେତା — ୧. A dealer in clothes.
୨: ଯେ ବୁଲାଇ କରି ଲୁଗା ବିକେ; ପାଟରା — ୨. A hawker of cloth.
୩: (ପ୍ରାଚୀନ ବ୍ୟବହାର) କନ୍ଥାଧାରୀ ଭିକ୍ଷୁକବିଶେଷ — ୩. A class of beggars wearing ragged cloth.