Jump to content

କାପାଳିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାପାଳିକ
ଉଚ୍ଚାରଣ: Kāpāḻika

ସଂ. ବି. ପୁଂ (କପାଳ=ନରକପାଳ+ସମ୍ବର୍ଧାର୍ଥେ. ଇକ) —

୧: ବାମାଚାରୀ ତାନ୍ତ୍ରୀକ — ୧. A Tāntrika worshipper of Durgā of the order of 'Bāmāchārī'.

[ଦ୍ର—କାପାଳିମାନେ ଦେହରେ ମଶାଣି ପାଉଁଶ ବୋଳି ହୁଅନ୍ତି; ଗଳାରେ ଅସ୍ଥିମାଳା ଧାରଣ କରନ୍ତି ଓ ବ୍ୟାଘ୍ରଚର୍ମ ପରିଧାନ କରନ୍ତି ନରକପାଳ ଏମାନଙ୍କର ଭୋଜନପ୍ରାପ୍ତ ଓ ଭିକ୍ଷାପାତ୍ରର କାର୍ଯ୍ୟ କରେ ଏମାନେ ସର୍ବଦା ଘଣ୍ଟାଧ୍ଵନି ସହ କାଳୀ ଓ ଭୈରବ ନାମ ଉଚ୍ଚାରଣ କରି ବୁଲନ୍ତି]

୨: ଶିଳ୍ପଜୀବୀ ଶୂଦ୍ରଜାତିବିଶେଷ — ୨. Name of an artisan class of the Ṡūdra caste.

ସଂ. ବିଣ —

ନରକପାଳସମ୍ବନ୍ଧୀୟ —Cranial.