Jump to content

କାପାଳିନୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାପାଳିନୀ
ଉଚ୍ଚାରଣ: Kāpāḻinī

ସଂ. ବିଣ. ସ୍ତ୍ରୀ. (କାପାଳିନ୍+ସ୍ତ୍ରୀ. ଈ) —

କାପାଳୀର ସ୍ତ୍ରୀଲିଙ୍ଗ — Feminine of Kāpāḻī.

ସଂ. ବି. ସ୍ତ୍ରୀ —

୧: ନଟୀ; ବେଶ୍ୟା (ପ୍ରକୃତିବାଦ) — ୧. Actress; dancing girl.

୨: ଭଣ୍ଡ଼ାରୁଣୀ (ପ୍ରକୃତିବାଦ) —୨. A barber woman.