Jump to content

କାପିଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାପିଳ
ଉଚ୍ଚାରଣ: Kāpiḻa

ସଂ. ବିଣ. (କପିଳ+ଅ) —

୧: ପିଙ୍ଗଳବର୍ଣ୍ଣବିଶିଷ୍ଟ — ୧. Of tawny colour.

୨: କପିକମୁନିପ୍ରଣୀତ — ୨. Edited by sage Kapiḻa

ସଂ. ବି —

୧: କପିଳମୁନିପ୍ରଣିତ ସାଂଖ୍ୟ ଦର୍ଶନ — ୧. System of Sāṁkhya philosophy promulgated by sage Kapiḻa.

୨: ସାଂଖ୍ୟ ମତାବଲମ୍ବୀ ବ୍ୟକ୍ତି — ୨. Follower of Sāṁkhya system of philosophy.

୩: କପିଳ ମୁନିଙ୍କ ସନ୍ତାନ — ୩. Offspring of sage Kapiḻa.