Jump to content

କାପିଳେୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାପିଳେୟ
ଉଚ୍ଚାରଣ: Kāpiḻeya

ସଂ. ବି. ପୁଂ. (କପିଳ,କପିଳା+ସନ୍ତାନ, ଶିଷ୍ୟ ଅର୍ଥରେ ଏୟ) —

୧: କପିଳାନାମ୍ନୀ ବ୍ରାହ୍ମଣୀର ଗର୍ଭଜାତ ପୁତ୍ର — ୧. The son of a Brāhmaṇī Kapiḻā.

୨: କପିଳ ଋଷିଙ୍କ ଶିଷ୍ୟ, ପଞ୍ଚଶିଖନାମକ ଋଷି — ୨. Sage Pan̄chaṡikha, disciple of Kapiḻa.