Jump to content

କାପୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାପୁଆ
ଉଚ୍ଚାରଣ: Kāpuā

ପ୍ରାଦେ. (ସମ୍ବଲପୂର) ବି. (ପାକୁଆର ବର୍ଣ୍ଣବିପର୍ୟ୍ୟୟ) —

ଶ୍ଳଥଚର୍ମା ଦନ୍ତହୀନ ବୃଦ୍ଧ ବ୍ୟକ୍ତି — Toothless old man with wrinkled skin.

ପ୍ରାଦେ. (ସମ୍ବଲପୂର) ବିଣ —

ପାକୁଆ (ବ୍ୟକ୍ତି) — Toothless (person).