କାପୁରୁଷ
ଦେଖଣା
କାପୁରୁଷ —
ଉଚ୍ଚାରଣ: Kāpurusha
କାପୁରୁଷତା, କାପୁରୁଷତ୍ବବି
ସଂ. ବି. ପୁଂ. (କୁ+ପରୁଷ; କୁ ସ୍ଥାନରେ କା ଆଦେଶ) —
୧: କୁତ୍ସିତ ବ୍ୟକ୍ତି —୧. A wretch; a mean or contemptible person.
୨: ଭୀରୁ ବ୍ୟକ୍ତି —୨. A coward; a poltroon; a scamp.
୩: ଯେଉଁ ବ୍ୟକ୍ତି ନାରୀର ମର୍ୟ୍ୟାଦା ରକ୍ଷା କରିପାରେ ନାହିଁ (ଜ୍ଞାନେନ୍ଦ୍ର) — ୩. A person who is unable to protect the honour of women.
୪: ଯେ ନତମସ୍ତକରେ ଅପମାନ ସହେ — ୪. A person who takes insults lying down.