Jump to content

କାପୁରୁଷିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାପୁରୁଷିକ
ଉଚ୍ଚାରଣ: Kāpurushika

ସଂ. ବିଣ. (କାପୁରୁଷ+ସମ୍ବର୍ଧାର୍ଥେ. ଇକ) —

କାପୁରୁଷ— ଦ୍ବାରା କରଣୀୟ; ଭୀରୁ ବ୍ୟକ୍ତିର କରାଯିବା (କର୍ମ) — Cowardly; befitting a coward.