କାପୋତ
ଦେଖଣା
କାପୋତ —
ଉଚ୍ଚାରଣ: Kāpota
ସଂ. ବି. (କପୋତ+ସମୂହାର୍ଥେ. ଅ) —
୧: କପୋତସମୁହ — ୧. A flight or flock of doves.
୨: କପୋତିବୃତ୍ତି; ଉଞ୍ଚବୃତ୍ତି; ନିତି ୟାହା ପାଇବ ତାହା ଗୋଟେଇ ଖୀଇବା ବୃତ୍ତି — ୨. Precarious existence; eking; out a livelihood from hand to mounth.
୩: ସୁର୍ମା; ସୌବୀରାଞ୍ଜନ — ୩. Sulphurate of antimony.
୪: କ୍ଷାରବିଶେଷ —୪. A kind of salt or ash.
୫: କପୋତ ବର୍ଣ୍ଣ; କର୍ବୁର ବର୍ଣ୍ଣ — ୫. Variegated colour.
୬: (କୁ+ପୋତ) କୁତ୍ସିତ ଶିଶୁ; ଅତି ଦୁର୍ବଳ ବାଳକ — ୬. A weakling; a delicate child.
୭: (କୁ+ପୋତ) କୁତ୍ସିତ ନୌକା; ଦଦରା ଡଙ୍ଗା — ୭. A leaking boat; a wretched boat.