Jump to content

କାପ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାପ୍
ଉଚ୍ଚାରଣ: Kāp
কাপ काप

ବୈଦେ. ବି —

୧: (ଇଂ. କପ୍) ପିଆଲା; ପାତ୍ର — ୧. Cup.

(ଯଥା—ଏକ କାପ୍ ଚା)

୨: (ଇଂ. କାପ୍) ଟୋପି —୨. Cap.

୩: ବନ୍ଧୁକର ଟୋପି —୩. The firing cap for a muzzle-loading gun.