Jump to content

କାପ୍କାପ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାପ୍କାପ୍
ଉଚ୍ଚାରଣ: Kāpkāp

ପ୍ରାଦେ. (ସମ୍ବଲପୁର) ଅ —

(ଜୀବ ମଲା ପୁର୍ବରୁ ପାଟିକୁ ମେଲା କରିବା ଓ ବୁଜିବା; ଧ୍ଵନ୍ୟନୁକରଣ) ଶୋଚନୀୟ; ମୁମୂର୍ଷୁ ଅବସ୍ଥାପନ୍ନ —Decadent; in a dying condition.

ପଇସା ଥିବା ପର୍ଯ୍ୟନ୍ତ ବାକି ଜିଲା କଂଗ୍ରେସ୍ କମେଟିବାଲେ ଟୁଙ୍ଗ୍ଟୁଙ୍ଗ୍ ହେଉଥିଲେ ଭାଗ ଯେଉଁଠୁ ସରିଲା କହୁଁ ଅବସ୍ଥା ହେଲା 'କାପ୍କାପ୍' ଆଉ ବାହାରି ପଡ଼ିଲା ସତ କଥା ସମ୍ବଲପୁର. ଉତ୍କଳସେବକ ୨୭: -୭: -୨୯: