Jump to content

କାପ୍ତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାପ୍ତା
ଉଚ୍ଚାରଣ: Kāptā
ঘুঘু ফো ड़्डकी फाखाता, फाडुक

ଦେ. ବି. (ସଂ. କପୋତ) —

କପୋତପକ୍ଷୀ — Spotted dove.

କାପ୍ତି ଲୋ! କାପ୍ତି ଲୋ! ମାଠିଆ ମୁଣ୍ଡରେ ଘା, ଯେବେ ହୋଇଥିବୁ କାପ୍ତା ଛୁଆ ଗୋଡ଼େଇ ଗୋଡ଼େଇ ଖା ଶୀଶୁଗୀତ

[ଦ୍ର—କପ୍ତା ଚାରି ଜତିର—୧: ନେଳି କାପ୍ତା (ଏହାର କଣ୍ଠରେ ନେଳି ଗାର ଥାଏ; ୨: ପାଣ୍ଡରା କାପ୍ତା (ଏହାର ବର୍ଣ୍ଣ ପାଉଁଶିଆ); ୩: କୋପ୍ତି କାପ୍ତା (ଏହା ସଂ. କୁରରୀ); ଓ ୪: କୋଳଥିଆ କାପ୍ତା (ଏହାର ପକ୍ଷ କୋଳଥ ଚୋପାର ବର୍ଣ୍ଣବିଶିଷ୍ଟ]