Jump to content

କାପ୍ତାନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାପ୍ତାନ୍
ଉଚ୍ଚାରଣ: Kāptān
কাপ্তেন कपतान, कापतान

ବୈଦେ. ବି. (ଇଂ କାପ୍ଟେନ୍) —

୧: ଜାହାଜର ଅଧ୍ୟ଼କ୍ଷ; ନୌଚାଳକ — ୧. Captain of a ship.

୨: ଏକ ଦଳ ସୋନାର ନାୟକ; ସେନାଧ୍ୟକ୍ଷ — ୨. Captain of a body of soldiers.