Jump to content

କାପ୍ତା କାପ୍ତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାପ୍ତା କାପ୍ତି
ଉଚ୍ଚାରଣ: Kāptā kāpti
फडुक फेडुकी

ଦେ. ବି. (ସହଚର ଶବ୍ଦ; କପୋତ+କପୋତୀ) —

୧: କପୋତ ଦ୍ବନ୍ଦ — ୧. A pair of doves.

୨: ପୂରାଣୋକ୍ତ କପୋତ କପୋତୀ — ୨. The mythological pair of doves mentioned in the Purāṇas.

[ଦ୍ର—୧: ଗୋଟିଏ କପୋତକୁ ବ୍ୟାଧ ଧରି ତାକୁ ଅଗ୍ନିରେ ପୋଡ଼ିଲା, ଏହା ଦେଖି କପୋତି ସେ ଅଗ୍ନିରେ ପଡ଼ି ଝାସ ଦେଇ ଥିବା କଥା ପୂରାଣରେ ଅଛି୨: କାର୍ତ୍ତିକ ମାସରେ ହରଷ୍ୟଶୀମାନେ ହବିଷ୍ୟାନ୍ନ ବଢ଼ା ହୋଇଥିବା ପତରକୁ ରାଧାଦାମୋଦରଙ୍କ ନାମରେ ନୈବେଦ୍ୟରୂପେ ଉତ୍ସର୍ଗ କରିସାରି ସେହି ପତର ପାଖରେ ଦୁଇ ଖଣ୍ଡି ସାନ ପତ୍ରରେ କିଞ୍ଚିତ୍ ଅନ୍ନ ରଖି ସେ ଦୁଇଖଣ୍ଡି ପତ୍ରକୁ କାପ୍ତା ଓ କାପ୍ତିଙ୍କ ନାମରେ ପାଣିଛଡ଼ାନ୍ତି]