Jump to content

କାପ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାପ୍ୟ
ଉଚ୍ଚାରଣ: Kāpya

ସଂ. ବିଣ. (କପି+ୟ) —

କପି ଋଷିଙ୍କ ଗୋତ୍ରସଂଭୂତ (ହି. ଶବ୍ଦସାଗର) — Born of the clan of sage Kapi.

ସଂ. ବି —

କପି ଋଷିଙ୍କ ପ୍ରବର୍ତ୍ତିର ଗୋତ୍ର (ହି. ଶବ୍ଦସାଗର) — ୧. A clan of which sage Kapi was the progenitor.

୨: ଅଙ୍ଗିରସ ଋଷି —୨. Sage Aṅgirasa.