କାପ୍ଯକର
ଦେଖଣା
କାପ୍ୟକର —
ଉଚ୍ଚାରଣ: Kāpyakara
ସଂ. ବିଣ. ପୁଂ. (କୁ=କୁତ୍ସିତ+ଆପ୍ୟ=ପ୍ରାପ୍ୟ+କାପ୍ୟ; କାପ୍ୟ+ କୃ ଧାତୁ+କର୍ତ୍ତୃ. ଅ) —
୧: ଯେ ପାପ କରି ପ୍ରକାଶ କରେ ଯେ ସ୍ବକୃତ ପାପ ପ୍ରକାଶ ପୂର୍ବକ ପାପମୁକ୍ତ ହୋବା ବୋଲି ମନେ କରେ (ଜ୍ଞାନେନ୍ଦ୍ର) — ୧. A person who confesses and publishes his sins.
୨: ପାପକାରୀ; ପାପାଚାରୀ (ଜ୍ଞାନେନ୍ଦ୍ର) — ୨. Sinful; sinning.