Jump to content

କାଫର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଫର୍
ଉଚ୍ଚାରଣ: Kāphar
কাফের काफिर

ବୈଦେ. ବି (ଆ. କାଫର୍; କାଫିର୍) —

୧: ନାସ୍ତିକ; ଯେ ଏକେଶ୍ବରବାଦୀ ନୁହେ — ୧. Atheist; an infidel.

୨: (ମୁସଲମାନ୍ ମତରେ) ମୁସଲମାନ୍ମାନଙ୍କ ଛଡ଼ା ଅନ୍ୟ ଧର୍ମାବଲମ୍ବୀ ବ୍ୟକ୍ତି — ୨. A non-Muslim; a heathen.

ବିଣ —

୧: ନାସ୍ତିକ —୧. Atheisthen.

୨: ଯେ ଏକେଶ୍ବରବାଦୀ ନୁହେ — ୨. Not believing in one God-head.

[ଦ୍ର—ଆ. କେୟାଫର୍ ବା କାଫର୍ ଶବ୍ଦର ଅର୍ଥ ଯେ ଆଖିରେ ନ ଦେଖି ବିଶ୍ବାସ କରେ ନାହିଁ ମୁସଲମାନ୍ମାନେ ଈଶ୍ବରଙ୍କୁ ଆଖିରେ ନ ଦେଖି ହଜ୍ରତ୍ ମହମ୍ମଦଙ୍କଠାରୁ ଶୁଣି ଈଶ୍ବରଙ୍କୁ ବିଶ୍ବାସ କଲେ ବୋଲି ସେମାନେ କାଫର୍ ନୁହନ୍ତି ମୁସଲମାନଙ୍କ ମତରେ ହିନ୍ଦୁମାନେ ଈଶ୍ବରଙ୍କୁ ଆଖିରେ ନ ଦେଖି ବିଶ୍ବାସ କରନ୍ତି ନାହିଁ, ଅର୍ଥାତ୍ ଈଶ୍ବରଙ୍କୁ ପ୍ରତିମାରୂପେ ଆଖିରେ ଦେଖି ବିଶ୍ବାସ କରନ୍ତି, ଅତଏବ ସେମାନେ କାଫର୍ ଜ୍ଞାନେନ୍ଦ୍ରଙ୍କ ଉଦ୍ଧୃତ ଫକୀର୍ ଆଲାଫ୍ ସାହାଙ୍କ ବ୍ୟାଖ୍ୟା]