Jump to content

କାଫଲା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଫଲା
ଉଚ୍ଚାରଣ: Kāphalā
কাফিলা काफिला

ବୈଦେ. ବି. (ଆ. କାଫିଲା) —

୧: ତୀର୍ଥୟାତ୍ରୀଙ୍କ ଦଳ; ପଥିକଙ୍କ ଦଳ — ୧. A company of travellers; a caravan.

[ଦ୍ର—କଟକରେ ଗୋଟିଏ ବଜାରରେ ନାମ କାଫଲା— ବଜାର]

୨: ଦଳ —୨. A company; group.