କାବାଡ଼
ଦେଖଣା
କାବାଡ଼ —
ଉଚ୍ଚାରଣ: Kābāṟḍ̠a
(କାବାଡ଼ୀ—ସ୍ତ୍ରୀ)
ଦେ. ବିଣ. ପୁଂ. (ତୁଳ; ସଂ. କର୍ପଟ=ଚରାକନା; ହି. କବା— ଡ଼ିୟା=ତୁଚ୍ଛ ବ୍ୟବସାୟୀ ବ୍ୟକ୍ତି; ବଂ. କାବାଡ଼ୀ— ପୁରୁଣା ଜିନିଷ ବିକ୍ରୟକାରୀ ବ୍ୟକ୍ତି) —
୧: ନିର୍ବୁଦ୍ଧିଆ; ଓଲୁ —୧. Idiotic; foolish; dupe.
୨: ନୀଚ; ହୀନ (ବ୍ୟକ୍ତି) —୨. Low; mean.