Jump to content

କାବାରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାବାରୀ
ଉଚ୍ଚାରଣ: Kābārī

ସଂ. ବି. (ତୁଳ, ଇଂ. କଭର୍) —

ବେଣ୍ଟ ନ ଥିବା ଛତା; ଝାମ୍ପି —An umbrella without handle or stick (Apte).