କାବାର୍ କରିବା
ଦେଖଣା
କାବାର୍ କରିବା —
ଉଚ୍ଚାରଣ: Kāwār karibā
কাবার করা
ଦେ. କ୍ରି. —
୧: (କାଳ) କାଟିବା; (ସମୟ) ଅତିବାହିତ କରିବା —୧. To spend (time); to pass away (time).
୨: ଶେଷ କରିବା —୨. To finish; to terminate.
୩: ତାସ୍ ଖେଳରେ ଇସ୍ତକ୍ ଆଦି ପରିମିତି ସଂଖ୍ୟକ ସମସ୍ତ ତାସ୍କୁ ଖେଳି କରି ସମାପ୍ତ କରିବା—(ଯଥା; ଇସ୍ତକ୍ କାବାର୍) — ୩. To finish playing the last card of a certain scries in card play.