Jump to content

କାବିଲ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାବିଲ୍
ଉଚ୍ଚାରଣ: Kābil
কাবিল काबिल

ବୈଦେ. ବିଣ. (ଆ.) (କରିଚିଆ ଶବ୍ଦ) —

୧: ଯୋଗ୍ୟ; ଉପଯୁକ୍ତ; ଲାୟକ — ୧. Deserving; fit.

୨: ଉଚିତ —୨. Proper; befitting.