Jump to content

କାବୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାବୁ
ଉଚ୍ଚାରଣ: Kābu
কাবু काबु

ବୈଦେ. ବିଣ. (ତୁର୍କି. କାବୁ=ବଶତା; ଅଧିକାର; ଅକ୍ତିଆର) —

୧: କ୍ଷମତାହୀନ — ୧. POwerless; deprived of power.

କରି ନେବେ ଯେବେ ତୋତେ ସେହି କାବୁ, ସେଠାରେ ନ ଥିବେ କେହି ଦେଶୀ ବାବୁ—ରାଧାନାଥ. ଦରବାର

୨: ଅନାୟତ୍ତ; ଅଭିଭୂତ —୨. Attacked; beset.

୩: ଆୟତ୍ତ; ବଶୀଭୁତ — ୩. Brought under control.

୪: ପୀଡ଼ିତ —୪. Diseased.

୫: ଦୁର୍ବଳୀକୃତ —୫. Weakened.

୬: ପରାସ୍ତ —୬. Defeated.

ଦେ. ବି —

୧: ଅଧିକାର; କ୍ଷମତା — ୧. Power; authority.

୨: ବଶତା; ଅକ୍ତିଆର — ୨. Control; grip or hold.

୩: ବଳ —୩. Strength.