Jump to content

କାବୁଲି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାବୁଲି
ଉଚ୍ଚାରଣ: Kābuli
কাবুলী काबुली

ଦେ. ବିଣ —

କାବୁଲଦେଶୀୟ କାବୁଲଦେଶୋତ୍ପନ୍ନ — Belonging to or produced in Kabul.

ଦେ. ବି —

୧: କାବୁଲ ଦେଶୀୟ ବ୍ୟକ୍ତି — ୧. Peshwari; a man of Kabul.

୨: କାବୁଲିମାନଙ୍କର ଭାଷା ପୁସ୍ତୁ ଭାଷା — ୨. The pushtoo language of the people of Kabul.