Jump to content

କାବୁଲି କଦଳୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାବୁଲି କଦଳୀ
ଉଚ୍ଚାରଣ: Kābuli kadaḻī
কাবুলীকলা कावुलीकेला

ଦେ. ବି —

ଏକ ଜାତୀୟ କ୍ଷୁଦ୍ର କଦଳୀ ବୃକ୍ଷ ଓ ତହିଁର ଫଳ —A variety of dwarf Banana plant and its fruit.