କାବୁଲ୍
ଦେଖଣା
କାବୁଲ୍ —
ଉଚ୍ଚାରଣ: Kābul
কাবুল
काबुल
ଦେ. ବି. (ନାମ)—(ଏଥିରେ ପ୍ରାଚୀନ ସଂ. ନାମ କୁଭା) —
୧: ଭାରତର ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ସ୍ବାଧୀନ ରାଜ୍ୟ ଆଫଗାନିସ୍ଥାନର ରାଜଧାନୀ — ୧. Kabul, the capital of Afganistan.
[ଦ୍ର—ଏହାର ଶାସନକର୍ତ୍ତାଙ୍କୁ ଅମୀର ବୋଲାଯାଏ]
୨: ସିନ୍ଧୁନଦୀର ଉପନଦୀ; ଏହା ହିନ୍ଦୁକୁଶ ପର୍ବତର ଶାଖା କୋହିବାବାରୁ ବାହାରି ପେଶବାର ନିକଟରେ ସିନ୍ଧୁ ନଦୀରେ ମିଶିଅଛି — ୨. Name of a tributary of the Indus on which the town Kabul stands.