କାବୁ କରିବା
ଦେଖଣା
କାବୁ କରିବା —
ଉଚ୍ଚାରଣ: Kābu karibā
কাবুকরা
काबुकरना
ଦେ. କ୍ରି —
୧: କ୍ଷମତାହୀନ କରିବା — ୧. To render powerless.
୨: ଅନାୟତ୍ତ କରିବା — ୨. To bring under control.
୩: ଦୃଢଭାବରେ ଧରିବା — ୩. To securely grip; to secure.
୪: ପରାଜିତ କରିବା —୪. To vanquish;.