କାବ୍ଯତୀର୍ଥ
ଦେଖଣା
କାବ୍ୟତୀର୍ଥ —
ଉଚ୍ଚାରଣ: Kābyatīrtha
ସଂ. ବି. (କାବ୍ୟ+ତୀର୍ଥ=ଆଚାର୍ୟ୍ୟ) —
କାବ୍ୟଶାସ୍ତ୍ରର ଅଧ୍ୟାପକ; ସଂସ୍କୃତ କାବ୍ୟପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ର ବିଶ୍ବବିଦ୍ୟାଳୟରୁ ପାଇବା ଉପାଧିବିଶେଷ — Title given to a pandit passing examinations in prescribed Kābyas.