Jump to content

କାବ୍ଯପରୀକ୍ଷା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାବ୍ୟପରୀକ୍ଷା
ଉଚ୍ଚାରଣ: Kābyaperīkshā

ଦେ. ବି. (ଆଧୁନିକ ପ୍ରଯୋଗ) —

ବିଶ୍ବବିଦ୍ୟାଳୟର କର୍ତ୍ତୃ ପକ୍ଷଙ୍କଦ୍ବାରା ନିର୍ଦ୍ଦଷ୍ଟ ସଂସ୍କୃତକାବ୍ୟ ସମ୍ବନ୍ଧୀୟ ପ୍ରଥମ, ଦ୍ବିତୀୟ ଓ ଶେଷ ପରୀକ୍ଷା — The first, second and final examinations held to Sanskrit on prescribad Kābya subject to confer Kāḅyatīratha title

[ ଦ୍ର—ଏଥିର ଶେଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ବ୍ୟକ୍ତିଙ୍କୁ ବିଶ୍ବ— ବିଦ୍ୟାଳୟରୁ "କାବ୍ୟତୀର୍ଥ" , "କାବ୍ୟାଚାର୍ୟ୍ୟ" . "କାବ୍ୟବିଶାରଦ" "କାବ୍ଯୋପାଧ୍ୟାୟ" ଆଦି ଉପାଧି ମିଳେ]