କାବ୍ଯରସିକ
ଦେଖଣା
କାବ୍ୟରସିକ —
ଉଚ୍ଚାରଣ: Kābyarasika
ସଂ. ବି. ପୁଂ. (କାବ୍ୟରସ+ଜ୍ଞାନାର୍ଥେ. ଇକ; କିମ୍ବା ୭: ମୀ ତତ୍ କାବ୍ୟ ରସିକ) —
କାବ୍ୟାନୁରାଗୀ ବ୍ୟକ୍ତି —One who has taste for poetry and lyric and appreciates its beauties.