Jump to content

କାଭିଏଟ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଭିଏଟ୍
ଉଚ୍ଚାରଣ: Kābhieṭ
কেভিএট कैमिएट

ବୈଦେ. ଇଂ. ବି. (ଅଦାଲତ ପ୍ରଚଳିତ ଶଦ୍ଦ; ମୌଳିକ ଲାଟିନ୍ ଶଦ୍ଦରୁ ଇଂରାଜି ଭାଷାରେ ବ୍ୟବହୃତ କାଭିଏଟ୍; ଲାଟିନ୍ କାଭେର୍ ଧାତୁର ଅର୍ଥ=ସାବଧାନ ହେବା) —

ମୃତ ବ୍ୟକ୍ତିର ଉଇଲ୍କୁ ଅଦାଲତରେ କୌଣସି ବ୍ୟକ୍ତି ଦାଖଲ କରିଥିବା ଅବସ୍ଥାରେ ଉକ୍ତ ଉଇଲ୍କୁ ରଦ୍ କରିବା ପାଇଁ ଅନ୍ୟ ବ୍ୟକ୍ତି ହେବା ଆପତ୍ତି ଦରଖାସ୍ତ — Caveat or objection filed in court against a petition for probate of a will.

[ ଦ୍ର—ଏହି କାଭିଏଟ୍ ଦାଖଲ କରିବା ବ୍ୟକ୍ତି ଅଦାଲତଙ୍କୁ ଜଣାଇ ଦେଏ ଯେ ଆପତ୍ତିକାରୀର ଅଜ୍ଞାତରେ ଅଦାଲତ ଯେପରି ଉକ୍ତ ଉଇଲ ସମ୍ବନ୍ଧେ କିଛି ଆଦେଶ ନ କରନ୍ତି]