Jump to content

କାମକତୁରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମକତୁରୀ
ଉଚ୍ଚାରଣ: Kāmakaturī

ଦେ. ବି.—(ରୂପକ; ସଂ. କାମ+କର୍ତ୍ତରୀ) —

କାମରୂପ କତୁରୀ —Cupid or lust compared to a cutting instrument.

ଧେର୍ୟ୍ୟ ଅଙ୍କୁରକୁ ସେ କାମକତୁରୀ ରାଧାନାଥ. ମେଘଦୂତ