କାମକରିବା
ଦେଖଣା
କାମକରିବା —
ଉଚ୍ଚାରଣ: Kāmakaribā
কাজকরা
कामकरना
ଦେ. କ୍ରି.—(ସଂ. କର୍ମ+କୃ ଧାତୁ) —
୧: କାର୍ୟ୍ୟସାଧନ କରିବା —୧. To do any work.
୨: ପରିଶ୍ରମ କରିବା — ୨. To labour.
୩: ଉପକାର କରିବା —୩. To labour.
୪: ଫଳ ଦର୍ଶାଇବା —୪. To be effectual.
କାମକରିବା —
ଉଚ୍ଚାରଣ: Kāmakaribā
কাজকরা
कामकरना
ଦେ. କ୍ରି.—(ସଂ. କର୍ମ+କୃ ଧାତୁ) —
୧: କାର୍ୟ୍ୟସାଧନ କରିବା —୧. To do any work.
୨: ପରିଶ୍ରମ କରିବା — ୨. To labour.
୩: ଉପକାର କରିବା —୩. To labour.
୪: ଫଳ ଦର୍ଶାଇବା —୪. To be effectual.