କାମକଳା
ଦେଖଣା
କାମକଳା —
ଉଚ୍ଚାରଣ: Kāmakaḻā
ସଂ. ବି. ସ୍ତ୍ରୀ.—(୬: ଷ୍ଠୀ ତତ୍;କାମ+କଳା=ଅଂଶ) —
୧: ରତି; କନ୍ଦର୍ପପତ୍ନୀ —୧. The wife of God Cupid.
୨: (ମ. ପ. ଲୋ; କାମସମ୍ବନ୍ଧୀୟ କଳା) କାମଶାସ୍ତ୍ର — ୨. The Science of love; erotic science.