କାମକାର
ଦେଖଣା
କାମକାର —
ଉଚ୍ଚାରଣ: Kāmakāra
ସଂ. ବିଣ.—(କାମ+କୃ+କର୍ତ୍ତୃ. ଅ) —
ୟଥେଚ୍ଛକ୍ରିୟ; ଯେଉଁ ଲୋକ ଆପଣା ମନଖୁସି ମୁତାବକ କାମ କରେ —One who follows his own whims or desires.
ସଂ. ବି. —
ଇଚ୍ଛାର ପ୍ରସର; ଅଭିଳାଷର ଗତି; ମନର ଦଉଡ଼ — The course of desire; scope of one's desire.